ଖୁବଶୀଘ୍ର ଆରମ୍ଭ ହେବ ପଦ୍ମପୁର ଜିଲ୍ଲା ଗଠନ ପ୍ରକ୍ରିୟା: ପ୍ରମିଳା ମଲ୍ଲିକ
ଖୁବଶୀଘ୍ର ଆରମ୍ଭ ହେବ ପଦ୍ମପୁର ଜିଲ୍ଲା ଗଠନ ପ୍ରକ୍ରିୟା । ପଦ୍ମପୁର ଜିଲ୍ଲା ଗଠନ ସଂପର୍କରେ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପଦ୍ମପୁର ଜିଲ୍ଲା ଗଠନ ନେଇ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।
ଭୁବନେଶ୍ୱର: ଖୁବଶୀଘ୍ର ଆରମ୍ଭ ହେବ ପଦ୍ମପୁର ଜିଲ୍ଲା ଗଠନ ପ୍ରକ୍ରିୟା । ପଦ୍ମପୁର ଜିଲ୍ଲା ଗଠନ ସଂପର୍କରେ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପଦ୍ମପୁର ଜିଲ୍ଲା ଗଠନ ନେଇ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ । ମୁଖ୍ୟମନ୍ତ୍ରୀ ଜିଲ୍ଲା ଗଠନ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଅନେକ ପ୍ରକ୍ରିୟା ରହିଛି । ଏ ସବୁକୁ ଭିତ୍ତି କରି ଜିଲ୍ଲା ଗଠନ ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ବିଜୁ ଜନତା ଦଳରେ ସବୁବେଳେ ମହିଳାଙ୍କୁ ଗୁରୁତ୍ୱ ଓ ଅଗ୍ରାଧିକାର ଦିଆଯାଇଛି । ଆଗ ଅପେକ୍ଷା ଚଳିତ ଥର ଅଧିକ ସଂଖ୍ୟାର ସାଂସଦ ଓ ବିଧାୟିକା ଅଧିକ ଜିତିକି ଆସିଛନ୍ତି । ଅନ୍ୟ କୌଣସି ରାଜନୈତିକ ଦଳରେ ଦିଆଯାଇ ନଥିବା ବେଳେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ଅଗ୍ରାଧିକାର ଦେଇଛନ୍ତି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।












Click it and Unblock the Notifications