Get Updates
Get notified of breaking news, exclusive insights, and must-see stories!

ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ । ଆସନ୍ତା ମାର୍ଚ୍ଚ ମାସରେ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ପିସିସି ସଭାପତି ଭକ୍ତଚରଣ ଦାସ ଏହି ବଡ଼ ସୂଚନା ଓଡ଼ିଶାବାସୀଙ୍କୁ ଦେଇଛନ୍ତି । ୨୦୨୬ କଂଗ୍ରେସ ପାଇଁ ସମ୍ଭାବନାର ବର୍ଷ ହେବ । ରାଜ୍ୟରେ କଂଗ୍ରେସ ମଜବୁତ ହେବ । ଏଥିଲାଗି ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ମାର୍ଚ୍ଚ ମାସରେ ଓଡ଼ିଶା ଆସିପାରନ୍ତି ପ୍ରିୟଙ୍କା ଗାନ୍ଧୀ। ଏହି ଗସ୍ତ ଅବସରରେ ପ୍ରିୟଙ୍କା ଗାନ୍ଧୀ ବିରାଟ ମହିଳା ସମାବେଶକୁ ସମ୍ବର୍ଦ୍ଧନା କରିପାରନ୍ତି ।

Priyanka Gandhi

ସେହିପରି ପରବର୍ତ୍ତୀ ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ରାହୁଲ ଗାନ୍ଧୀ ୧୦ ଜିଲ୍ଲାରେ ହେବାକୁ ଥିବା କର୍ମୀ ସମାବେଶରେ ଯୋଗ ଦେବେ । ଏହାସହିତ କର୍ମୀମାନଙ୍କୁ ରାଜ୍ୟରେ କିପରି କଂଗ୍ରେସ ମଜବୁତ୍ ହେବ, ସେନେଇ ଗୁରୁମନ୍ତ୍ରଣା ମଧ୍ୟ ଦେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+