ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ: ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା, ୫୫ ପ୍ଲାଟୁନ ଫୋର୍ସ ଓ ୩ଟି ଆଣ୍ଟି ଟେରର୍ ଫୋର୍ସ

ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ନେଇ ସୁରକ୍ଷାର ସୂଚନା ଦେଲେ ସିପି । ରାମ ମନ୍ଦିରରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍‌ ସୋ ନେଇ ଦେଲେ ସୂଚନା । ୧୦ ସନ୍ଧ୍ୟାରେ ରୋଡ୍ ସୋ ଲାଗି ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା । ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ବେଳେ ବାଣୀବିହାର ଯାଏଁ ନୋ ଫ୍ଲାଇଂ ଜୋନ୍ ।

ବମ୍ ସ୍କ୍ୱାଡ୍ ଓ ଡଗ୍ ସ୍କ୍ୱାଡ୍ ମୁତୟନ ରହିବେ ବୋଲି କହିଲେ ସଞ୍ଜୀବ ପଣ୍ଡା । ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ ଏସିପି, ୪୧ ଆଇଆଇସି ରହିବେ । ୫୫ ପ୍ଲାଟୁନ ଫୋର୍ସ ଓ ୩ଟି ଆଣ୍ଟି ଟେରର୍ ଫୋର୍ସ ମୁତୟନ ହେବେ ।

ଏଥର ଫୋକସରେ ଓଡ଼ିଶା । ଲଗାତାର ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ହେବିୱେଟ୍ ନେତା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣରେ ସରଗରମ ହୋଇଥିଲା ରାଜ୍ୟ ରାଜନୀତି । ଆସନ୍ତା ୧୦ ତାରିଖରେ ପୁଣି ଓଡ଼ିଶା ଆସିବେ ମୋଦୀ ।

Prime Minister

ଏହି ସମୟରେ ରାଜ୍ୟରେ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ରୋଡ଼ ଶୋ'ରେ ଯୋଗେ ଦେବେ ମୋଦୀ । ଏହା ପର ଦିନ ଅର୍ଥାତ୍ ୧୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ବଲାଙ୍ଗିର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି, ସେଠାରେ ଏକ ସମାବେଶରେ ଯୋଗ ଦେବେ ମୋଦୀ ।

ଦଳର ଅନେକ ବରିଷ୍ଠ ନେତା, ହଜାର ହଜାର କର୍ମୀ ଏହି ରାଲିରେ ଯୋଗ ଦେବେ। ସାଂସଦ ଅପରାଜିତା ଷଡଙ୍ଗୀ ଏକି ଅଡିଓ ବାର୍ତ୍ତା ଜାରି କରି ଲୋକଙ୍କୁ ଏହି ରୋଡ ଶୋ'ରେ ଯୋଗ ଦେବା ପାଇଁ ଅପିଲ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+