ଉତ୍କର୍ଷ ଓଡ଼ିଶା’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
'ଉତ୍କର୍ଷ ଓଡ଼ିଶା' ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ ଯୋଗଦେଇଛନ୍ତି।

ଶିଳ୍ପପତି ଓ ଉଦ୍ୟୋଗୀ ବେଶ କିଛି ଆଶା ରଖୁଛନ୍ତି। ଏହି ଦୁଇଦିନର ଶିଳ୍ପ ମହାକୁମ୍ଭରେ ଦେଶବିଦେଶର ନିବେଶକ ଓ ପ୍ରତିନିଧି ପହଞ୍ଚି ସାରିଛନ୍ତି। ଏହି ଅବସରରେ ଏକାଧିକ ଏମଓୟୁ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ୫କୋଟି ଟଙ୍କାର ଟଙ୍କାର ନିବେଶ ଆସିବା ଲକ୍ଷ୍ୟ ରଖାଯାଇଛି।












Click it and Unblock the Notifications