୮ ରେ ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ

PM Modi To Visit Odisha: ୮ ରେ ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି ୮ଟାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ରାଜଭବନ ଯିବେ । ରାଜଭବନରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ ଏହା ପର ଦିନ ଅର୍ଥାତ୍ ୯ ତାରିଖ ଦିନ ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ରହିଛି ।

PM Modi To Visit Odisha

ସୂଚନା ଅନୁଯାୟୀ, ଚାଇନାର ଡାକ୍ତରଖାନାଗୁଡ଼ିକରେ ଲୋକଙ୍କ ଭିଡ଼ ଦେଖିବା ପାଇଁ ମିଳୁଛି । HMPV ଜୀବାଣୁ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସୋସିଆଲ ମିଡିଆ ପୋଷ୍ଟଗୁଡିକ ଦାବି କରାଯାଉଛି ଯେ HMPV, ଇନ୍‌ଫ୍ଲୁଏଞ୍ଜା ଏ, ମାଇକୋପ୍ଲାଜ୍ମା ନିମୋନିଆ ଏବଂ COVID-19 ହେତୁ ଡାକ୍ତରଖାନା ଏବଂ ଶ୍ମଶାନରେ ଭିଡ଼ ବୃଦ୍ଧି ପାଇବାରେ ଲାଗିଛି ।

ଚାଇନାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) HMPV ସହ ଜଡିତ କୌଣସି ଜରୁରୀକାଳୀନ ପରିସ୍ଥିତି ବିଷୟରେ ଜଣାଇ ନାହାଁନ୍ତି। WHO ଏହି ଜୀବାଣୁ ସମ୍ବନ୍ଧରେ କୌଣସି ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରି ନାହିଁ। HMPV ଜୀବାଣୁ କ'ଣ? ମିଡିଆ ରିପୋର୍ଟ ଅନୁଯାୟୀ ମାନବ ମେଟାପ୍ନୁମୋଭାଇରସକୁ HMPV ଜୀବାଣୁ କୁହାଯାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+