୨୯ ମଧ୍ୟାହ୍ନରେ ଅମିତ ଶାହ, ଅପରାହ୍ନ ୪ଟା ୧୫ ଓଡ଼ିଶାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ,୬ ମାସର ନେବେ ରିପୋର୍ଟ କାର୍ଡ
Modi Odisha Visit: ୨୯ ତାରିଖ ମଧ୍ୟାହ୍ନରେ ଅମିତ ଶାହ, ଅପରାହ୍ନ ୪ଟା ୧୫ ଓଡ଼ିଶାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି । ଏନେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ସମୀକ୍ଷା ପରେ ମନମୋହନ ସାମଲ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇବା ପରେ ସେଠାରୁ ରାଜଭବନ ଯିବେ ମୋଦି, ପରେ ସନ୍ଧ୍ୟା ସାଢେ ୬ଟାରେ ପାର୍ଟି ଅଫିସରେ ପହଞ୍ଚି ଏବେ ଯେଉଁଠି ପ୍ରଧାନମନ୍ତ୍ରୀ ପ୍ରାୟ ୨ ଘଣ୍ଟା ରହିବେ। ଏହି ସମୟରେ ସମସ୍ତ ସାଂସଦ ଏବଂ ବିଧାୟକଙ୍କଠୁ ୬ ମାସର ରିପୋର୍ଟ ନେବେ ପ୍ରଧାନମନ୍ତ୍ରୀ । ସେହିପରି ଦଳୀୟ ସଂଗଠନ ଓ ସରକାରଙ୍କ ବିଷୟରେ ଆଲୋଚନା କରିବେ ।

ରାଜ୍ୟ କାର୍ଯ୍ୟାଳୟରେ ରାତ୍ରି ଭୋଜନ କରିବେ ପ୍ରଧାନମନ୍ତ୍ରୀ । ୨୯ ତାରିଖରେ ଦଳୀୟ କାର୍ଯ୍ୟକ୍ରମପେ ଯୋଗଦେବା ପରେ୩୦ ତାରିଖରେ ଡିଜିପି ସମ୍ମିଳନୀରେ ଭାବେ ନେବେ ମୋଦି । ଆଜି ରାଜ୍ୟ କାର୍ଯ୍ୟାଳୟରେ ସମୀକ୍ଷା ପରେ ମନମୋହନ ସାମଲ ସୂଚନା ଦେଇଛନ୍ତି ।












Click it and Unblock the Notifications