ପୁଣି ବଦଳିଲା ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର, ଏତିକି ତାରିଖ ଭିତରେ କରନ୍ତୁ ଆବେଦନ

ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର। ଜୁଲାଇ ୨୫ ସୁଦ୍ଧା ଶେଷ ହେବ ଶିକ୍ଷକଙ୍କ ବଦଳି। ଜୁନ ୭ ବଦଳି ଆବେଦନର ଶେଷ ତାରିଖ। ଓସେପାକୁ ଚିଠି ଲେଖିଲା ଡିଇଇଓ।

calendar changed

ଚିଠି ଲେଖି ସମସ୍ତ ଡିଇଓ ଓ ବିଇଓଙ୍କୁ ଦେଲେ ନିର୍ଦ୍ଦେଶ। ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରେ ବଦଳି ପାଇଁ ହେବ ଆବେଦନ। ଜୁଲାଇ ୧୮ରେ ବଦଳି ତାଲିକା ଦେଖି ହେବ। ଓସେପା ଓ୍ୱେବସାଇଟରେ ଉପଲବ୍ଧ ହେବ ତାଲିକା।

ପୂର୍ବରୁ ପ୍ରାଥମିକ ଶିକ୍ଷକଙ୍କ ଅନଲାଇନ ବଦଳି କ୍ୟାଲେଣ୍ଡର ବଦଳି ଆବେଦନର ଶେଷ ତାରିଖ ଥିଲା ଜୁନ୍ ୬ ତାରିଖ। ହେଲେ ଏହା ଏବେ ଗୋଟିଏ ଦିନ ବଢ଼ିଛି ଅର୍ଥାତ୍ ଜୁନ୍ ୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ। ଜୁନ୍ ୬ ତାରିଖ ଭିତରେ ପୋର୍ଟାଲ୍ ଜରିଆରେ ଆବେଦନ କରିବେ। ଜୁନ୍ ୯ରୁ ୧୬ ଭିତରେ ଭେରିଫିକେସନ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+