Get Updates
Get notified of breaking news, exclusive insights, and must-see stories!

୮ଟି ନୂଆ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହେବ

୮ଟି ନୂଆ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହେବ ।

Primary health centers

ଭୁବନେଶ୍ୱର: ଓଡ଼ିଶାରେ ଦୃତ ଶିଳ୍ପାୟନ ଓ ବୟବସାୟିକ ପ୍ରଗତି ସହ ସହରାଞ୍ଚଳର ପରିସର ବଢୁଛି ଏବଂ ଏଥିରେ ଲୋକ ସଂଖ୍ୟା
ମଧ୍ୟ କ୍ରମାଗତ ଭାବେ ବୃଦ୍ଧିପାଉଛି । ଜନ ସଂଖ୍ୟା ବୃଦ୍ଧି ପାଇବା ସହ ସ୍ୱାସ୍ଥ୍ୟସେବା ଆବଶ୍ୟକତା କଥା ବିଚାର କରି ରାଜ୍ୟ ସରକାର ୮ଟି ପ୍ରମୁଖ ସହରରେ ୮ଟି ନୂଆ ସହାରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ଏଥିପାଇଁ ବିଭାଗ ତରଫରୁ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ୍ କାର୍ଯ୍ୟକ୍ରମ ଅନୁସାରେ ବିଧିବଦ୍ଧ କାର୍ଯ୍ୟାଳୟ ଆଦେଶ ବିଜ୍ଞାପିତ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ବ୍ୟାସନଗର ଓ ଯାଜପୁର, ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ମାଲକାନଗିରି , ବାଲେଶ୍ୱର, ସୋର, ସୁନ୍ଦରଗଡ଼ର ରାଇରଙ୍ଗପୁର, ଅନୁଗୁଳର ତାଳଚେର ଏବଂ କଟକର ଟୋଲାସାହିଠାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼କ ଖୋଲାଯିବ । ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା କାର୍ଯ୍ୟ ସମୟାନୁବନ୍ଧିତ ଭାବେ ପୂର୍ଣ୍ଣାଙ୍ଗ କରିବାପାଇଁ ବିଭାଗର ସମସ୍ତ ନିର୍ଦେଶକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶକ, ଓଡ଼ିଶା ମେଡିକାଲ କର୍ପୋରେସନ ପରିଚାଳନା ନିର୍ଦେଶକଙ୍କ ସମେତ ସଂପୃକ୍ତ ଜିଲ୍ଲାର ଜିଲ୍ଲାପଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ତିତ୍ ଆବଶ୍ୟକୀୟ ନିର୍ଦେଶନାମା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+