ଆଜି ଶିମିଳିପାଳନ ଯିବେ ରାଷ୍ଟ୍ରପତି
ଜଗା ଦର୍ଶନରୁ ଆରମ୍ଭ ହୋଇ ଜନ୍ମମାଟିରେ ଶେଷ ହେଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ । ଆଜି ଶିମିଳିପାଳନ ଯିବେ ରାଷ୍ଟ୍ରପତି । ସେଥିପାଇଁ ସବୁ ପ୍ରସ୍ତୁତି ସରିଛି । ଗତକାଲି ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଭକ୍ତିଭାବରେ ଗଦଗଦ ହୋଇ ପ୍ରାୟ ୪୫ ମିନିଟ୍ କାଳ ମହାପ୍ରଭୁଙ୍କ ସାନିଧ୍ୟ ଲଭିଥିଲେ ରାଷ୍ଟ୍ରପତି। ଫେରିବା ସମୟରେ ବାଇଶି ପାହାଚ ଉପରେ କିଛି ସମୟ ବସିଥିଲେ ଦେଶର ପ୍ରଥମ ନାଗରିକ ।













Click it and Unblock the Notifications