ପୁରୀରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି, ଅପରାହ୍ନରେ ନୌସେନା ଦିବସରେ ହେବେ ସାମିଲ

Puri News: ନୌସେନା ଦିବସରେ ସାମିଲ ହେବା ପାଇଁ ପୁରୀରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ପ୍ରଥମେ କରିବେ ଜଗା ଦର୍ଶନ । ରାଷ୍ଟ୍ରପତିଙ୍କ ଗସ୍ତ ଏବଂ ନୌସେନା ଦିବସ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଅପରାହ୍ନରେ ନୌସେନା ଦିବସର ସାମିସ ହେବେ ମହାମହିମ ।

President

ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଗୋପବନ୍ଧୁ ଆୟାର୍ବେଦ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବରେ ଯୋଗଦେବେ । ଏହାପରେ କିଛି ସମୟ ରାମଭବନରେ ବିଶ୍ରାମ ନେବା ପରେ ଅପରାହ୍ନରେ ନୌସେନା ଦିବସ ସମାରୋହରେ ଯୋଗ ଦେଇ ବ୍ଲୁ ଫ୍ଲାଗ୍ ବିଚରେ ନୌସେନାର ସମରାଭ୍ୟାସ ଦେଖିବେ । ମହାମହିମଙ୍କ ପୁରୀ ଗସ୍ତ ନେଇ ଆଜି ସମସ୍ତ ସ୍ତୁଲ ଛୁଟି ରହିବ । ସେହିପରି ଟ୍ରାଫିକ୍ କଟକଣା ରହିଛି ।

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଏବଂ ନୌସେନା ଦିବସ ପାଳନ ପାଇଁ ପ୍ରଶାସନ ପକ୍ଷରୁ କଟକଣା । ପୁରୀ ପୌରପାଳିକାର ସମସ୍ତ ସରକାରୀ, ବେସରକାରୀ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ । ଏଥି ସହିତ ନିକଟବର୍ତ୍ତୀ ମଦର୍ସ ପବ୍ଲିକ ସ୍କୁଲ, ପ୍ରଭୁଶ୍ରୀ ଇଂଲିଶ ମିଡିଅମ୍ ସ୍କୁଲ, ଚନ୍ଦ୍ରଶେଖର ଏକାଡେମୀ, ସେଣ୍ଟ ଜାଭିଅର ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ଆଜି ବନ୍ଦ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+