Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାରେ ରାଷ୍ଟ୍ରପତି: ଆଜି ଭୁବନେଶ୍ୱରର ତପୋବନ ସ୍କୁଲ ଯିବେ, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ

ଓଡ଼ିଶାରେ ରାଷ୍ଟ୍ରପତି: ଆଜି ଭୁବନେଶ୍ୱରର ତପୋବନ ସ୍କୁଲ ଯିବେ, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ

ଭୁବନେଶ୍ୱର: ଓଡିଶାରେ ରାଷ୍ଟ୍ରପତି । ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ । ଆଜି ଭୁବନେଶ୍ୱରର ତପୋବନ ସ୍କୁଲରେ ରାଷ୍ଟ୍ରପତି ମ୍ୟାଡମଙ୍କର ୧୭ ମିନିଟର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଅଲୋଚନା କରିବେ ରାଷ୍ଟ୍ରପତି । ତପୋବନ ସ୍କୁଲ କାର୍ଯ୍ୟକ୍ରମ ସାରି ୟୁନିଟ-୨ ଗାର୍ଲସ୍ ହାଇସ୍କୁଲ ଯିବେ ରାଷ୍ଟ୍ରପତି । ଏହି ସ୍କୁଲରେ ରହିଛି ରାଷ୍ଟ୍ରପତି ମ୍ୟାଡମଙ୍କ ଅନେକ ସ୍କୃତି । ୧୯୭୦ରୁ ୧୯୭୫ ପର୍ଯ୍ୟନ୍ତ ଏହି ସ୍କୁଲରେ ପଢିଥିଲେ ରାଷ୍ଟ୍ରପତି । ପାଠ ପଢ଼ିଲା ବେଳେ ରହୁଥିବା ହଷ୍ଟେଲ ମଧ୍ୟ ବୁଲି ଦେଖିବେ ଦୌପଦୀ ମୁର୍ମୁ । ସେହିପରି ନିଜ ୧୩ ଜଣ ସହପାଠିନୀଙ୍କୁ ମଧ୍ୟ ଭେଟିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ମ୍ୟାଡମଙ୍କ ସ୍ୱାଗତ ପାଇଁ ସ୍କୁଲରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

droupadi murmu
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+