ଆଜି କଟକ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ସମାବର୍ତ୍ତନ ଉତ୍ସବରେ ହେବେ ସାମିଲ
ଆଜି କଟକ ଗସ୍ତରେ ଯିବେ ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ । ସକାଳ ୧୦.୧୫ ରେଭେନ୍ସା ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ପରେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ପୁନଃ ଉନ୍ନତିକରଣର ଶିଳାନ୍ୟାସ କରିବେ, ଅପରାହ୍ନରେ ଶାରଳା ଭବନ ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ୩.୧୫ ରେ ଇଣ୍ଡୋର୍ ଷ୍ଟାଡିୟମରେ ଆଦିକବି ସାରଳା ଦାସଙ୍କ ୬୦୦ ତମ ଜନ୍ମ ଜୟନ୍ତୀ ପାଳନ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ କଳିଙ୍ଗ ରତ୍ନ ପ୍ରଦାନ ସବୁ କାର୍ଯ୍ୟକ୍ରମ ସ୍ଥଳୀରେ କେବଳ ଦୂରଦର୍ଶନକୁ ଅନୁମତି ଦିଆଯାଇଛି । ଅନ୍ୟ ସମସ୍ତ ଚ୍ୟାନେଲ ପାଇଁ ସରକାରୀ ଫିଡ୍ ଲିଙ୍କ ବ୍ୟବସ୍ଥା କରାଯାଇଛି ।













Click it and Unblock the Notifications