ଆଜି ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Odisha News: ଆଜି ଭୁବନେଶ୍ୱରରୁ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳୁ ୯ଟାରୁ ରାଜଭବନରୁ ବାହାରିବା ନେଇ ସୂଚନା ରହିଛି । ଗତକାଲି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ମହାମହିମ । ଶ୍ରୀଜଗନ୍ନାଥଙ୍କ ଆଦି ପିଠି ନୟାଗଡ଼ କଣ୍ଟିଲୋର ନିଳମାଧବଙ୍କ ପବିତ୍ର ପିଠକୁ ଯାଇ ନିଳମାଧବଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି । ୨୦ ମିନିଟ୍ ଧରି ଉକ୍ତ ରହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।













Click it and Unblock the Notifications