ଦିନକ ପରେ ପ୍ରସିଦ୍ଧ ଚନ୍ଦନଯାତ୍ରା; ଦେଖନ୍ତୁ, କେମିତି ରହିଛି ପୁରୀରେ ପ୍ରସ୍ତୁତି ପର୍ବ
ପୁରୀରେ ଚନ୍ଦନଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନରେନ୍ଦ୍ର ପୁଷ୍କରିଣୀର ଆଲୋକିକୀକରଣ ବ୍ୟବସ୍ଥା କରାଯାଉଥିବା ବେଳେ ନନ୍ଦା, ଭଦ୍ରା, ଧନନ୍ତ୍ୱରୀ ଚାପ ଡଙ୍ଗାରେ ବେଦି ନିର୍ମାଣ କାମ ଚାଲିଛି।
ପୁରୀ: ଆଉ ଦିନକ ପରେ ଚନ୍ଦନଯାତ୍ରା । ଚାପ ଖେଳିବେ ମହାପ୍ରଭୁ । ଏନେଇ ପୁରୀରେ ଚନ୍ଦନଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନରେନ୍ଦ୍ର ପୁଷ୍କରିଣୀର ଆଲୋକିକୀକରଣ ବ୍ୟବସ୍ଥା କରାଯାଉଥିବା ବେଳେ ନନ୍ଦା, ଭଦ୍ରା, ଧନନ୍ତ୍ୱରୀ ଚାପ ଡଙ୍ଗାରେ ବେଦି ନିର୍ମାଣ କାମ ଚାଲିଛି।

ସୂଚନା ଅନୁଯାୟୀ, ମହାରଣା ସେବାୟତ ବେଦି ନିର୍ମାଣ କାମରେ ବ୍ୟସ୍ତ ଥିବା ବେଳେ ଭୋଇ ସେବକ ଆବଶ୍ୟକୀୟ କାଠ ଯୋଗାଉଛନ୍ତି । ନରେନ୍ଦ୍ର ପୁଷ୍କରିଣୀ ପରିସରକୁ ସଫା କରାଯିବା ସହ ପାଖ ମନ୍ଦିର ରଙ୍ଗ କରାଯାଉଛି । ଏଥର ଚନ୍ଦନଯାତ୍ରା ସୀମିତ ସେବାୟତରେ କୋଭିଡ କଟକଣାରେ ଅନୁଷ୍ଠିତ ହେବ। ତେବେ ଯେଉଁ ସେବାୟତ ଚନ୍ଦନଯାତ୍ରା ନୀତିରେ ସାମିଲ ହେବେ ସେମାନଙ୍କ କୋଭିଡ ଟେଷ୍ଟ କରାଯାଉଛି । ନେଗେଟିଭ ସେବାୟତ ହିଁ ଏଥିରେ ସାମିଲ ହେବେ ।
More From
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications