Get Updates
Get notified of breaking news, exclusive insights, and must-see stories!

ସୁନ୍ଦରଗଡ଼ ଜିଲ୍ଲା ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା, ସ୍ୱାମୀ ଅଟକ

Odisha News: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ସେହିପରି ଏହି ଘଟଣାରେ ୪ ଜଣଙ୍କୁ ଜେରା କରାଯାଉଛି । ଜଣେ ପୋଲିସ କର୍ମଚାରୀଙ୍କ ସମତେ ଆଉ ୨ ଜଣଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି । ତେବେ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା ଘଟଣା ପଛରେ ସ୍ୱାମୀ ସାମିଲ ଥିବା ସନ୍ଦେହ କରୁଛି ପୋଲିସ । ମୃତକ ମହିଳା ଜଣକ ହେଲେ ସୌମ୍ୟାମୟୀ ବେହେରା ।

Sundargarh Crime

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବିଳମ୍ବ ରାତିରେ ଶବ ବ୍ୟବଚ୍ଛେଦ ପରେ ଝିର୍ଡାପାଲି ଗାଁରେ ପହଞ୍ଚିଥିଲା । ତେବେ ମୃତ ମହିଳାଙ୍କ ସ୍ୱାମୀ ଦେବେନ, ଶାଶୂ ଓ ମାଉସୀଙ୍କୁ ଗତକାଲିଠୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଯାହା ପରେ ଆଜି ତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସେପଟେ ସ୍ୱାମୀଙ୍କ ପିରବାର ଲୋକେ ଦାବି କରୁଛନ୍ତି ଯେ ପର୍ଯ୍ୟନ୍ତ ଦେବେନ ଆସିବେ ନାହିଁ ସେ ପର୍ଯ୍ୟନ୍ତ ଶବ ସତ୍କାର କରାଯିବ ନାହିଁ । ଅନ୍ୟପଟେ ମୃତ ମହିଳାଙ୍କ ପରିବାର ଲୋକେ କହୁଛନ୍ତି ବାପଘର ଛେଣ୍ଡିପଦା ନେଇ ସତ୍କାର କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+