Get Updates
Get notified of breaking news, exclusive insights, and must-see stories!

Pravati Parida: ୭ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

୭ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆସନ୍ତା ନଭେମ୍ବର ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲଣ୍ଡନ ଗସ୍ତରେ ଯିବେ। ଏଠାରେ ସେ ଓଡିଶା ପର୍ଯ୍ୟଟନ, ପ୍ରବାସୀ ଏବଂ ଇଣ୍ଡଷ୍ଟ୍ରି ଲିଡରଙ୍କ ସହ ସମ୍ପର୍କକୁ ମଜବୁତ କରିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶ ମାଟିରେ ପରିଡା ଓଡିଶା ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ଉପରେ ଆଲୋକପାତ କରିବେ। ଏହି ଗସ୍ତ ଓଡିଶାର ପର୍ଯ୍ୟଟନ ପ୍ରତି ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହ ରାଜ୍ୟ ପର୍ଯ୍ୟଟନ ଶିଳ୍ପରେ ଅଧିକ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବ ବୋଲି ଦୃଢ଼ ଆଶା କରାଯାଉଛି।

Pravati Parida

ଓଡ଼ିଶାର ଉପ ମୂଖ୍ୟମନ୍ତ୍ରୀଙ୍କୁ ନେଇ ପ୍ରଶ୍ନ

କେବିସିରେ ଓଡ଼ିଶାର ଉପ ମୂଖ୍ୟମନ୍ତ୍ରୀଙ୍କୁ ନେଇ ପ୍ରଶ୍ନ । ଆଜ୍ଞା ହଁ ଲୋକପ୍ରିୟ ଟିଭି ସୋ କୋନ ବନେଗ କୋରଡପତି ରେ ଓଡ଼ିଶାର ମହିଳା ଉପମୁଖ୍ୟମନ୍ତ୍ରୀ ଙ୍କୁ ଆସିଲା ପ୍ରଶ୍ନ ।

ପ୍ରଶ୍ନ କଣ ଥିଲା

ପ୍ରଶ୍ନ ଏହା ଥିଲା ଯେ, ପ୍ରଭାତୀ ପରିଡ଼ା କେଉଁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ? ଆଉ ୪ଟି ଅପସନ୍ ଥିଲା ।

ଗୋଆ, ତ୍ରିପୁରା, ଛତିଶଗଡ ଆଉ ଓଡ଼ିଶା । ଆଉ ପ୍ରତିଯୋଗୀ ସଠିକ୍ ଉତ୍ତର ମଧ୍ୟ ଦେଇଥିଲେ । ଓଡ଼ିଶା D ଅପ୍ସନ୍ ଥିଲା।

ହଟ ସିଟ ରେ ବସିଥିବା ପ୍ରତିଯୋଗୀଙ୍କୁ ଅମିତାଭ ବଚ୍ଚନ ପ୍ରଶ୍ନ କରିଥିଲେ ଯେ, ଆଉ ସେ ସଠିକ ଉତ୍ତର ଦେଇଥିଲେ । ଏଇ ପ୍ରଶ୍ନ ସୁପର ସାନଡୁକ୍ ପ୍ରଶ୍ନ ଥିଲା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+