ଓୟୁଏଟିର ନୂଆ କୁଳପତି ହେଲେ ପ୍ରଭାତ କୁମାର ରାଉଳ
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ନିଯୁକ୍ତ ହେଲେ ନୂଆ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ । ପ୍ରଫେସର ରାଉଳଙ୍କୁ ନିଯୁକ୍ତି ପ୍ରଦାନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ନିଯୁକ୍ତ ହେଲେ ନୂଆ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ । ପ୍ରଫେସର ରାଉଳଙ୍କୁ ନିଯୁକ୍ତି ପ୍ରଦାନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ବର୍ତ୍ତମାନ ପ୍ରଫେସର ରାଉଳ ଏପିକଲର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ଓୟୁଏଟିର ନୂତନ କୁଳପତି ଭାବେ ଯୋଗଦେବା ଠାରୁ ପ୍ରଫେସର ରାଉଳ ଏହି ପଦବୀରେ ଆଗାମୀ ତିନି ବର୍ଷ ପାଇଁ କାର୍ଯ୍ୟ କରିବେ ।












Click it and Unblock the Notifications