Pravasi Bharatiya Divas: ପ୍ରବାସୀ ଆସିଲେ କ'ଣ ଲାଭ ହେବ ?

ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍‌.ଜୟଶଙ୍କର, କେନ୍ଦ୍ର କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଓ ସମ୍ମିଳନୀକୁ ଆରମ୍ଭ କରିଛନ୍ତି । ଯୁବ ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ।

ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା, କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡସେ, ଆମେରିକା ନ୍ୟୁଜ୍‌ ୱିକ୍‌ର ସିଇଓ ଦେବ ପ୍ରଗାଡ଼ ଅତିଥି ଭାବେ ଯୋଗଦେଇଛନ୍ତି ।

Pravasi Bharatiya Divas

ପ୍ରବାସୀ ଆସିଲେ କଣ ଲାଭ ହେବ?
- ବିଦେଶରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ପ୍ରବାସୀ ଭାବେ ସମ୍ମିଳନୀରେ ଯୋଗ ଦେଇଛନ୍ତି
- ଓଡ଼ିଶାର ଭିତ୍ତିଭୂମି ଦେଖିବା ପରେ ନିବେଶର ସମ୍ଭାବନା ବଢିବ
- ପ୍ରବାସୀ ଭାରତୀୟ ମାନେ ବିଭିନ୍ନ କ୍ଷେତ୍ରରେ ନିବେଶ କରିପାରନ୍ତି
- ପର୍ୟ୍ୟଟନ କ୍ଷେତ୍ରର ବିକାଶ ହେବ
- ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ପ୍ରଚାର ପ୍ରସାର ହେବ
- ଓଡ଼ିଶା ବିଶ୍ବସ୍ତରରେ ଆହୁରି ପରିଚିତ ହେବ
- ଓଡ଼ିଶା ପୂରା ବିଶ୍ବ ସହ ଯୋଡି ହେବ
- ଓଡ଼ିଶା ସହ ବିଭିନ୍ନ ଦେଶର ସମ୍ପର୍କ ଆହୁରି ସୁଦୃଢ ହେବ
- ଓଡ଼ିଶାର ଅର୍ଥନୀତିକୁ ସୁଦୃଢ କରିବାରେ ସହାୟକ ସାଜିବେ ପ୍ରବାସୀ
- ୨୦୩୬ ବିକଶିତ ଓଡ଼ିଶା ଗଠନରେ ପ୍ରବାସୀ ନେବେ ଗୁରୁତ୍ବପୂର୍ଣ୍ଣ ଭୂମିକା

ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ୬୦ ଦେଶର ଅତିଥି । ତେବେ ପ୍ରବାସୀ ଭାରତୀୟ ସମ୍ମିଳନୀରୁ କ'ଣ ମିଳିବ ଲାଭ। ଆସନ୍ତୁ ନଜର ପକାଇବା କିଛି ପଏଣ୍ଟ ଉପରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+