ପ୍ରଥମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଜି ହେଉଛି ପବିତ୍ର ପ୍ରଥମାଷ୍ଟମୀ। ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ ହେଉଥିବା ଏହି ଲୋକ ପର୍ବ ପାଇଁ ଆଜି ସାରା ରାଜ୍ୟ ଉତ୍ସବ ମୁଖରିତ ହୋଇଛି। ପ୍ରଥମାଷ୍ଟମୀର ଏହି ପବିତ୍ର ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପବିତ୍ର ପ୍ରଥମାଷ୍ଟାମୀ ଅବସରରେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଘରର ଜ୍ୟେଷ୍ଠ ସନ୍ତାନମାନଙ୍କୁ ପୂଜା କରିବାର ଏହି ପରମ୍ପରା ଆମ ସଂସ୍କୃତିର ଅନନ୍ୟ ନିଦର୍ଶନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ମଙ୍ଗଳମୟ ଜୀବନ କାମନା କରୁଛି। pic.twitter.com/iIfLyvAzYJ
— Naveen Patnaik (@Naveen_Odisha) November 27, 2021
ମୁଖ୍ୟମନ୍ତ୍ରୀ ଟୁଇଟ କରି ଜଣାଇଛନ୍ତି "ପବିତ୍ର ପ୍ରଥମାଷ୍ଟାମୀ ଅବସରରେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଘରର ଜ୍ୟେଷ୍ଠ ସନ୍ତାନମାନଙ୍କୁ ପୂଜା କରିବାର ଏହି ପରମ୍ପରା ଆମ ସଂସ୍କୃତିର ଅନନ୍ୟ ନିଦର୍ଶନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ମଙ୍ଗଳମୟ ଜୀବନ କାମନା କରୁଛି।"













Click it and Unblock the Notifications