ହାରିବା ପରେ ବିଜେଡିରେ ଏକତା ନାହିଁ କହିଲେ ପ୍ରଫୁଲ୍ଲ ଘଡ଼େଇ

ଆଜି ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ପାଳୁଛି । ପ୍ରତିଷ୍ଠା ଦିବସ ପାଇଁ ଶଙ୍ଖ ଭବନ ସଜେଇ ହୋଇଥିବା ବେଳେ ନବୀନ ପଟ୍ଟନାୟକ ସାମିଲ ଦେଇ ବଡ଼ ବୟାନ ଦେଇଛନ୍ତି । ବିଜୁ ଜନତା ଦଳ ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ସେ କହିଛନ୍ତି । ତେବେ ଏହାରି ଭିତରେ ପ୍ରଫୁଲ୍ଲ ଘଡ଼େଇ ବିଜେଡିକୁ ଟାର୍ଗେଟ କରି ମତ ରଖିଛନ୍ତି । ପ୍ରତିଷ୍ଠା ଦିବସରେ ଏକତାର ମନ୍ତ୍ର ଦେଲେ ପ୍ରଫୁଲ୍ଲ ଘଡ଼େଇ ।

Prafulla Ghoddi

ହାରିବା ପରେ ବିଜେଡିରେ ଏକତା ନାହିଁ ବୋଲି ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି । ସମସ୍ତଙ୍କୁ ସାଙ୍ଗରେ ନେଇ ନବୀନ ପଟ୍ଟନାୟକଙ୍କୁ ଚାଲିବାକୁ ପଡ଼ିବ । ବିଜେଡିର ଅନେକ ପ୍ରତିଷ୍ଠାତା ସଦସ୍ୟ ଆଉ ଦଳରେ ନାହାନ୍ତି । ଦଳର ସମସ୍ତ ନେତା ଏକଜୁଟ ହୋଇ ଦଳକୁ ସଶକ୍ତ କରନ୍ତୁ । ରାଜ୍ୟର ଗଠନମୂଳକ ବିକାଶ ପାଇଁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଆବଶ୍ୟକ । ନବୀନ ନିଜର ଭୂମିକା ନିର୍ବାହ କଲେ ସବୁ ଜିନିଷ ଠିକ ହୋଇପାରିବ ବୋଲି ମନ୍ତ୍ର ଦେଇଛନ୍ତି ପ୍ରଫୁଲ୍ଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+