ଆଜି ବି ଆସିପାରିଲା ନାହିଁ ଆଳୁ, ସୀମାରେ ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ଛାନଭିନ

ଆଜି ବି ଓଡିଶାକୁ ଆସି ପାରିନି ଆଳୁ ଟ୍ରକ୍ । ପଶ୍ଚିମବଙ୍ଗ ସୀମାରେ ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ନାକା ପଏଣ୍ଟ କରି ଚେକିଂ ଜୋରଦାର କରାଯାଉଛି ସୀମାରୁ ୫ରୁ୬ କିଲୋମିଟର ଦୂରରେ ଆଳୁ ଗାଡି ଅଟକି ଥୂବା ସୂଚନା ମିଳିଛି।

ଏପଟେ କିଲୋ ପିଛା ୩୨ ଟଙ୍କାରୁ ଅଧୂକ ଦରରେ ଦୋକାନୀମାନେ ଆଳୁ ବିକ୍ରି ନକରିବାକୁ ତାଗିଦ୍ କରିଛନ୍ତି ଯୋଗାଣ ମନ୍ତ୍ରୀ, ହେଲେ ସାରା ରାଜ୍ୟରେ ଆଳୁ ଦର ଖସୁନି। ରାଜ୍ୟବ୍ୟାପୀ ୪୫-୫୦ ଟଙ୍କାରେ ବିକ୍ରି ହେଉ ହେଉଛି ଆଳୁ। ନିଜେ ଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଝୀ ଆଳୁ ସଙ୍କଟ ଦୂର କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ସମସ୍ୟାର ସମାଧନ ପାଇଁ ଆଲୋଚନା କରିଛନ୍ତି।

ଏତେ ପରେ ବି ଓଡ଼ିଶାବାସୀଙ୍କ ପ୍ରତି ଦରଦ ଦେଖାଇନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଦିଦି। ଆଳୁ ଗାଡ଼ି ସେମିତି ଅଟକି ରହିଛି ପଶ୍ଚିମବଙ୍ଗ-ଓଡ଼ିଶା ঘ ସୀମାରେ । ଯଦିଓ ୬୦ରୁ ୭୦ ଗାଡ଼ି ଗଳା ବାଟ ଦେ ଦେଇ ଓଡ଼ିଶା ବଜାରକୁ ଆସିଛି ପଶ୍ଚିମବଙ୍ଗ ଆଳୁ। ଏହା ଯଥେଷ୍ଟ ନୁହେଁ । ତେଣୁ ଦର କେଉଁଠି ୪୦, କେଉଁଠି ୪୫ ତ ଆଉ କେଉଁଠି ୫୦ ଟଙ୍କା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+