ଓଡ଼ିଶାକୁ ଆଳୁ ସଂକଟ ! ମମତାଙ୍କ ନିର୍ଦ୍ଦେଶରେ ସୀମାରେ ଅଟକିଲା ଆଳୁ ଟ୍ରକ

Odisha News: ଓଡ଼ିଶାରେ ପୁଣି ଦେଖାଦେଇପାରେ ଆଳୁ ସଂକଟ ! ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକି ରହିଛି ଆଳୁ ବୁଝେଇ ଟ୍ରକ । ଆଗକୁ ଆଳୁ ଅଭାବର ଆଶଙ୍କା ଥିବାରୁ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଇବା ପାଇଁ ମନା କରିଦେଇଛନ୍ତି ଦିଦି । ସେହିପରି ନୂଆ ଆଳୁ ନ ଆସିବା ପର୍ଯ୍ୟନ୍ତ ଜାନୁଆରୀ , ଫେବ୍ରୁଆରୀ ପର୍ଯ୍ୟନ୍ତ ରାଜ୍ୟରୁ ଆଳୁ ଯୋଗାଣ କରାଯିବ ନାହି ବୋଲି ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀ ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବେଲଜାରେ ନିକଟରେ ଓଡ଼ିଶାକୁ ଆସୁଥିବା ଆଳୁ ଗାଡ଼ି ଗୁଡିକ ଅଟକି ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏପରି ଟ୍ରକ ଅଟକି ରହିଛି । ସେହିପରି ଆଳୁ ଟ୍ରକକୁ ଜଗି ରହିଛି ପଶ୍ଚିମବଙ୍ଗ ପୋଲିସ ।

Mamata Banerjee

ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନବାନ୍ନାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଆଗୁକୁ ଆଳୁ ପିଆଜ ଦର ବୃଦ୍ଧି ପାଇବାର ସମ୍ଭାବନା ରହିଛି ଯେଉଁଥି ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଚର୍ଚ୍ଚା ହେଉଛି । ତେବେ ଆଳୁ ପିଆଜ ଦର ବୃଦ୍ଧିକୁ ରୋକିବା ପାଇଁ ପଶ୍ଚିମବଙ୍ଗ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+