ଭଦ୍ରକରେ ଭାରତ ବନ୍ଦର ପ୍ରଭାବ, ଦୋକାନ ବଜାର ବନ୍ଦ

ଭଦ୍ରକରେ ଭାରତ ବନ୍ଦର ପ୍ରଭାବ । ରାଜପଥ ସହ ଦୋକାନ ବଜାର ବନ୍ଦ । କେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ୱାର୍ଥ ବିରୋଧୀ ଚାରୋଟି ଶ୍ରମ କୋଡ୍‌ ବାତିଲା, ସ୍କି ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା ଓ ବର୍ଷ ସାରା କାମ, ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଓ ପେନ୍‌ସନ୍‌, ଓ୍ୱାକଫ୍‌ ବିଲ୍‌ ବାତିଲ, ଦରଦାମ ନିୟନ୍ତ୍ରଣ ଆଦି ଅନ୍ୟାନ୍ୟ ଦାବିକୁ ନେଇ ଭାରତ ବନ୍ଦ ପାଳନ ହେଉଛି । ତେବେ ଏହି ବନ୍ଦ ଡାକରାର ପ୍ରଭାବର ଭଦ୍ରକରେ ମଧ୍ୟ ଦେଖାଦେଇଛି । ୧୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶ୍ରମିକ ସଂଗଠନ, ବାମ ଦଳ, ବିଜୁ ଶ୍ରମିକ ସାମୁଖ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସହରରେ ପିକେଟିଂ ହେଉଥିବା ବେଳେ ଦୋକାନା ବଜାର ବନ୍ଦ ରହିଛି । ଶ୍ରମିକ ଅଧିକାର, ସୁରକ୍ଷା ଓ ଜୀବିକାର ମୂଳ ଦାବିଗୁଡ଼ିକୁ କେନ୍ଦ୍ର କରି ଆନ୍ଦୋଳନ ହେଉଛି ।

Bhadrak
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+