ନୂଆପଡ଼ା ସୁନାବେଡ଼ାରୁ ଫେରିଲେ ପୋଲିଂ ଟିମ୍ । ଭୋଟିଂ ଶେଷ ପରେ ବାୟୁସେନା ହେଲିକପ୍ଟରରେ ଫେରିଲେ। nbsp;୮ଟି ସମ୍ବେଦନଶୀଳ ବୁଥ୍ ରେ ମତଦାନ ଶେଷ ପରେ ଫେରିଲେ। ଭୋଟ ବାକ୍ସ ସହ ଗୋତମା ଏୟାରଷ୍ଟ୍ରିପ୍ ରେ nbsp;ପହଞ୍ଚିଲେ।