ପାଣ୍ତିଆନଙ୍କୁ ନେଇ ପୁଣି ରାଜନୀତି: ପାଣ୍ତିଆନଙ୍କ ସପକ୍ଷର ବାହାରିଲେ ୪ ସାଂସଦ

Odisha News: ପାଣ୍ତିଆନଙ୍କୁ ନେଇ ପୁଣି ରାଜନୀତି । ପାଣ୍ତିଆନଙ୍କ ସପକ୍ଷର ବାହାରିଲେ ୪ ସାଂସଦ । ସାଂସଦ ଶୁଭାଶିଷ ଖୁଣ୍ଟିଆ, ନିରଞ୍ଜନ ବିସି, ମାନସ ମଙ୍ଗରାଜ, ସୁଲତା ଦେଓ ପାଣ୍ତିଆନଙ୍କ ସପକ୍ଷର ମତ ରଖିଛନ୍ତି । ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ପାଣ୍ତିଆନ ଆଉ ରାଜନୀତିରେ ନାହାଁନ୍ତି ତାଙ୍କ ବିଷୟରେ କାହିଁକି ଆଲୋଚନା କରାଯାଉଛି । ଦଳର ନେତା କହିଥିଲେ ବିବେକ ଅନୁସାରେ ଭୋଟ ଦେବା ପାଇଁ ।

ସେ ଆହୁରି କହିଛନ୍ତି, ମୁନା ଖାନ ମୁସଲିମ୍ କମ୍ୟୁନିଟି ଏବଂ ସସ୍ମିତ ପାତ୍ର ଖ୍ରୀଷ୍ଟିଆନ କମ୍ୟୁନିଟିକୁ ପ୍ରତିନିଧିତ୍ୱ କରୁଛନ୍ତି । ସମସ୍ତେ ନିଜ ଅନୁସାରେ ଭୋଟ ଦେଇଛନ୍ତି । ଏହି ଘଟଣାକେ ପାଣ୍ତିଆନଙ୍କୁ ଅଯଥା ବଦନାମ କରାଯାଉଛି ।

Politics

ସେହିପରି ସାଂସଦ ସୁଲତା ଦେଓ ମଧ୍ୟ ପାଣ୍ତିଆନ୍‌ଙ୍କ ସପକ୍ଷରେ କହିଛନ୍ତି, ପୁଲବାମା ସହିଦଙ୍କ କକାଙ୍କୁ ଦେବାଶିଷ ସାମନ୍ତରାୟ ଧକ୍କା ମାରିବା ପରେ କ୍ଷମା ମାଗିବାକୁ ଶ୍ରୀଯୁକ୍ତ ପାଣ୍ଡିଆନ ସେତେବେଳେ ଚାପ ପକାଇଥିଲେ । ଉକ୍ତ ସମୟରୁ ଶ୍ରୀଯୁକ୍ତ ସାମନ୍ତରାୟଙ୍କ ରାଗ ପାଣ୍ଡିଆନଙ୍କ ଉପରେ ରହିଥିଲା ।ପାର୍ଲିଆମେଣ୍ଟରେ ଭୋଟିଂ ରାତିରେ କୌଣସି କାରଣରୁ ଶ୍ରୀଯୁକ୍ତ ସାମନ୍ତରାୟ ଶୋଇ ପଡିବାରୁ ନିଜ ଭୁଲ ଲୁଚାଇବାକୁ ଅନ୍ୟକୁ ଦୋଷ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି । ମାନସ ମଙ୍ଗରାଜ ମଧ୍ୟ ଦେବାଶିଷଙ୍କ ମନ୍ତବ୍ୟକ ନିନ୍ଦା କରିଛନ୍ତି । ନିଜ ସ୍ୱାର୍ଥ୍ୟ ପାଇଁ ଦେବାଶିଷ ଏପରି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+