ପୋଲିସ ଏସଆଇ ନିଯୁକ୍ତି ସ୍କାମ: ଅରବିନ୍ଦ ଦାସକୁ ମାରାଥନ ଜେରା କରୁଛି CBI

ରାଜ୍ୟରେ ବହୁ ଚର୍ଚ୍ଚିତ SI ସ୍କାମକୁ ନେଇ ଖୋଳତାଡ଼ କରୁଛି ସିବିଆଇ। ଓଡ଼ିଶାରେ ରହି ଏହାର ଗୋଟି ଗୋଟି ଲିଙ୍କ୍ ବାହାର କରୁଛି। ଏହାରି ଭିତରେ SI ସ୍କାମ୍ ର ଅଭିଯୁକ୍ତ ଅରବିନ୍ଦ ଦାସକୁ ମାରାଥନ ଜେରା କରିଛି ସିବିଆଇ। ଦୀଘା ମଡେଲ ଦାୟିତ୍ୱରେ ଥିଲା ଅଭିଯୁକ୍ତ ଅରବିନ୍ଦ ଦାସ। ୨ ଦିନିଆ ରିମାଣ୍ଡରେ ଆଣି ଅରବିନ୍ଦକୁ ମାରାଥନ ଜେରା କରାଯାଉଛି। ଜେରା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ସିବିଆଇ। ଏହା ସହ ରାଜ୍ୟ ବାହାରର ଲିଙ୍କ୍ ଖୋଜି ପାଇଛି ସିବିଆଇ ।

cbi

ଦଲାଲ ଅରବିନ୍ଦ ଦାସକୁ ଗତକାଲି ରିମାଣ୍ଡରେ ନେଇଥିଲା ସିବିଆଇ । ୨ ଦିନିଆ ରିମାଣ୍ଡରେ ନେବାକୁ ମିଳିଥିଲା ଅନୁମତି । ୩ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ସିବିଆଇ । ଦୀଘା ମଡ୍ୟୁଲ କଥା ବୁଝୁଥିଲା ଅରବିନ୍ଦ । ମୁଖ୍ୟ ଅଭିଯୁକ୍ତ ତଥା କିଙ୍ଗପିନ ଶଙ୍କର ପୃଷ୍ଟିର ଖାସ ଥିଲା ଅରବିନ୍ଦ। ରିମାଣ୍ଡ ସମୟରେ ଚାକିରୀ ଠକେଇ ନେଇ ହୋଇପାରେ ବଡ଼ ଧରଣର ଖୋଳତାଡ଼ । ପୂର୍ବରୁ ୪ ଜଣଙ୍କୁ ନେଇ ପଚରାଉଚୁରା କରିଛି ସିବିଆଇ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+