ପୋଲିସ SI ପରୀକ୍ଷା କେଳେଙ୍କାରୀ; CBI ତଦନ୍ତ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି
ପୋଲିସ SI ପରୀକ୍ଷା କେଳେଙ୍କାରୀ; CBI ତଦନ୍ତ ବିଜ୍ଞପ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି।
CBI ତଦନ୍ତ ପାଇଁ ସୁପାରିସ୍ କରିଥିଲେ ରାଜ୍ୟ ସରକାର। ଏହି ମାମଲାରେ ୧୧୪ ପରୀକ୍ଷାର୍ଥୀ ଜେଲ୍ ଯାଇ ଜାମିନରେ ଆସିଛନ୍ତି । ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ଗିରଫ ହୋଇ ସାରିଛନ୍ତି।













Click it and Unblock the Notifications