୫ ଦିନ ରିମାଣ୍ତରେ ଯିବ ରଙ୍ଗିଲା ସତ୍ୟ

Odisha News: ରଙ୍ଗିଲା ସତ୍ୟକୁ ପୁଣି ୫ ଦିନ ରିମାଣ୍ତରେ ନେଲା କମିଶନରେଟ୍ ପୋଲିସ । ୧୦ ଦିନ ରିମାଣ୍ତ ଆବେଦନ ହୋଇଥିଲା ହେଲେ କୋର୍ଟ ୫ ଦିନ ପାଇଁ ଅନୁମତି ଦେଇଛନ୍ତି । ଏହା ପୂର୍ବରୁ ରଙ୍ଗିଲା ସତ୍ୟକୁ ୨ ଦିନ ରିମାଣ୍ତରେ ନେଇସାରିଛି ପୋଲିସ ।

Crime news

ସୂଚନାଥାଉ ଯେ, କମିସନରେଟ ପୋଲିସର ରିମାଣ୍ଡ ଅବଧିରେ ମଜନୁ ସତ୍ୟଜିତ ସାମଲ ରଙ୍ଗୀନ ଗୁମର ଫିଟିଥିଲା । ଆଉ ରିମାଣ୍ଡ ଅବଧି ମଧ୍ୟରେ ପୋଲିସ ଜଣେ ରହସ୍ୟମୟୀ ମହିଳାଙ୍କ ସୁରାଗ ମଧ୍ୟ ପାଇଥିଲା । କୁହାଯାଉଛି ସତ୍ୟଜିତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ରହସ୍ୟମୟୀ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫୋର ହୋଇଛି । ଯେଉଁ ବ୍ୟକ୍ତି ମିଛ କହି ୫ଜଣ ମହିଳାଙ୍କୁ ବିବାହ କରି ଲକ୍ଷ ଲକ୍ଷ ଟଙ୍କା ଲୁଟ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+