ନୟାଗଡ଼ର ୪ ଜେଲରେ ଚଢାଉ, ନିଶାଦ୍ରବ୍ୟ ଜବତ

ନୟାଗଡ଼: ନୟାଗଡ଼ର ୪ ଜେଲରେ ଚଢାଉ । ଜିଲ୍ଲା ମୁଖ୍ୟ ଜେଲ ସମେତ ରଣପୁର, ଦଶପଲ୍ଲା, ଖଣ୍ଡପଡା ସବଜେଲରେ ଚଢାଉ କରାଯାଇଛି । ଏହି ସମୟରେ ନିଶାଦ୍ରବ୍ୟ ଜବତ ହୋଇଛି । ତେବେ ଜେଲ ଭିତରେ ବେଆଇନ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହେବା ପରେ ନୟାଗଡ଼ ଏସପି ରାହୁଲ ଜୈନ ଯାଞ୍ଚ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ବରିଷ୍ଠ ପୋଲିସ ଅଧିକାରୀ, ସ୍ଥାନୀୟ ପୋଲିସ ମାଜିଷ୍ଟ୍ରେଟଙ୍କୁ ନେଇ ଏହି ଜେଲରେ ଭିତରେ ଚଢାଉ କରିଥିଲେ ।

Bolangir jail

ସୂଚନା ଅନୁସାରେ, ଯାଞ୍ଚ ସମୟରେ ଜେଲ ଭିତରୁ ଗୁଟଖା, ବିଡି, ସିଗାରେଟ୍ ,ଦିଆସିଲ ଜବତ କରାଯାଇଛି ଏହାସହ ପ୍ରାୟ ୧୫ ହଜାର ଟଙ୍କା ମଧ୍ୟ ପୋଲିସ ଜବତ କରିଛି । ତେବେ ଜେଲ ଭିତରକୁ ଏହି ଦ୍ରବ୍ୟ ନେବା ପାଇଁ ଅନୁମତି ନଥିବା ସତ୍ୱେ କିପରି ଜେଲ ଭିତରକୁ ଆସିଲା ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+