ପୂଜା ପାଇଁ କମିଶନରେଟ୍ ପୋଲିସର ବ୍ୟାପକ ବନ୍ଦୋବସ୍ତ; କଟକରେ ୬୪ , ଭୁବନେଶ୍ବରରେ ୩୮ ପ୍ଲାଟୁନ
ପୂଜା ପାଇଁ କମିଶନରେଟ୍ ପୋଲିସର ବ୍ୟାପକ ବନ୍ଦୋବସ୍ତ । ଉଭୟ ଟ୍ରାଫିକ୍ ସହ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ । ପ୍ରେସମିଟ୍ରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହଙ୍କ ସୂଚନା। ଭୁବନେଶ୍ୱରରେ ୧୮୭ ପେଣ୍ଡାଲ, ମୁତୟନ ହେବେ ୩୮ ପ୍ଲାଟୁନ ପୋଲିସ ।
କଟକରେ ୧୬୬ ମେଢ଼, ମୁତୟନ ହେବେ ୬୪ ପ୍ଲାଟୁନ ପୋଲିସ । ୬ ପ୍ଲାଟୁନ CRPF, ୩ ପ୍ଲାଟୁନ ରାପିଡ୍ ଆକ୍ସନ୍ ଫୋର୍ସ ମୁତୟନ ହେବେ ।
୨୦୦ ଅଫିସର ସହ CAPF ଫୋର୍ସ ମୁତୟନ ହେବେ । ଛିନ୍ତାଇ ରୋକିବାକୁ ସାଦା ପୋଷାକରେ ରହିବେ ସ୍ୱତନ୍ତ୍ର ପୋଲିସ । CCTV ସର୍ଭେଲାନ୍ସରେ ରହିବ ପୂଜା ମଣ୍ଡପ ହେବ ବୋଲି କହିଲେ ପୋଲିସ କମିଶନର ।

More From












Click it and Unblock the Notifications