ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲକୁ ପୁଲିସର ଏନକାଉଣ୍ଟର

ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲକୁ ପୁଲିସର ଏନକାଉଣ୍ଟର । ଏନକାଉଣ୍ଟର କଲା ବ୍ରହ୍ମପୁରର ଗୋଳନ୍ଥରା ଥାନା ପୋଲିସ । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହାତ । ସୁନୀଲ ନିମଖଣ୍ଡି ଥାନା ଲୁଟ ଘଟଣାରେ ଥିଲା ସମ୍ପୃକ୍ତ । ଆହୁରୀ ଅନେକ ମାମଲାରେ ସମ୍ପୃକ୍ତ ଅଛି ସୁନୀଲ । ତେବେ ଆହତ ଅପରଧିକୁ ଏମକେସିଜିରେ ଭର୍ତ୍ତି କରାଯାଇଛି ।

Police encounter

ସୂଚନା ଅନୁସାରେ ପୀତାତଳି-ଚିକିଟି ରାସ୍ତାରେ ଗୋଳନ୍ଥରା ପୁଲିସ ଏନକାଉଣ୍ଟର କରିଥିଲା। ସୁନୀଲ ନାହକ ପୁଲିସ ଉପରକୁ ଆକ୍ରମଣ କରିବାରୁ ପୁଲିସ ଗୁଳି ଚଳାଇଥିଲା । ଫଳରେ ସୁନୀଲର ବାମ ଗୋଡରେ ଗୁଳି ବାଜିବାରୁ ଆହତ ହୋଇଥିଲା । ଏବଂ ସେସମୟରେ ତାକୁ କାବୁ କରିଥିଲା ପୋଲିସ।

ସୁନୀଲ ନାଁରେ ବିଭିନ୍ନ ଥାନାରେ ୨୦ଟି ମାମଲା ରହିଛି । ହତ୍ୟା, ରାହାଜାନି, ବୋମାମାଡ ଭଳି ବିଭିନ୍ନ ମାମଲା ସୁନୀଲ ନାଁରେ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+