ସମ୍ବଲପୁରରେ ପୋଲିସର ଏନକାଉଣ୍ଟର
Police encounter in Sambalpur: ସମ୍ବଲପୁରରେ ପୋଲିସର ଏନକାଉଣ୍ଟର । ବେଆଇନ ଗୋରୁ ଚାଲାଣକାରୀ ଏବଂ ପୋଲିସ ମଧ୍ୟରେ ସିଟି ଷ୍ଟେସନ ନିକଟରେ ଗୁଳି ବିନିମୟ ହୋଇଥିଲା । ପୋଲିସ ଗୁଳିରେ ଦୁଇ ଜଣ ଆହତ ହୋଇଛନ୍ତି। ଦୁଇ ଜଣ ଅପରାଧିଙ୍କ ଆଣ୍ଠୁରେ ଗୁଳି ବାଜିଛି, ସେମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।













Click it and Unblock the Notifications