INS ନିଯୁକ୍ତି ପ୍ରକ୍ରିୟାରେ ବଡ଼ ଧରଣର ସ୍କାମ୍‌; ୫ ଜଣଙ୍କୁ ଗିରଫ କଲା ପୋଲିସ

ଆଇଏନଏସ ନିଯୁକ୍ତି ପ୍ରକ୍ରିୟାରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଏଥିରେ ୫ ଜଣ ଗିରଫ ହୋଇଥିବା ଖବର ଜଣାପଡିଛି । ୫ ଜଣ ଆଇଏନଏସ କର୍ମଚାରୀଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ ।

arrest

ସୂଚନା ମୁତାବକ, ଅଗ୍ନିବୀର ନିଯୁକ୍ତି କରାଇବାକୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ । ଗିରଫଙ୍କ ମଧ୍ୟରେ ୩ ଜଣ ଆଇଏନଏସ ନାଭାଲ ଚିଲିକାରେ କାର୍ଯ୍ୟରତ ।

ଆଉ ୨ ଜଣ ଗିରଫ ହୋଇଥିବା କର୍ମଚାରୀ ଆଣ୍ଡାମାନ ନିକୋବର ଆଇଏନଏସ କେଶରୀରେ କାର୍ଯ୍ୟରତ ଥିଲେ । ଗତ ୧୯ରେ ଏ ନେଇ ବାଲୁଗାଁ ଥାନାରେ ମାମଲା ରୁଜୁ ହୋଇଥିଲା । ଏହାପରେ ପୋଲିସ ଯାଞ୍ଚ କରି ଆଜି ଗିରଫ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+