ପୋଲିସ ଓ CRPF କୋବ୍ରା ବାହିନୀଙ୍କ ମିଳିତ ଅପରେସନ; ୬ ମାଓବାଦୀ ଗିରଫ ସହ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ୬ ମାଓବାଦୀ ଗିରଫ ସହ ବିପୁଳ ବିସ୍ଫୋରକ ଜବତ । ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ମାଓବାଦୀ ଗିରଫ ହୋଇଛନ୍ତି।
ପୋଲିସ ଓ CRPF କୋବ୍ରା ବାହିନୀଙ୍କ ମିଳିତ ଅପରେସନରେ ଗିରଫ ହୋଇଛନ୍ତି। ୧୯ଟି ବିଜିଏମ୍‌ ବୋମା ସହ ଜିଲଟିନ ଜବତ ହୋଇଥିବା ସୂଚନା ।

Maoists arrested

କମ୍ବିଂ ଅପରେସନ ବେଳେ ଯବାନଙ୍କୁ ସଫଳତା ମିଳିଛି l ଓଡ଼ିଶା ଛତିଶଗଡ଼ ସୀମାରୁ ମାଓବାଦୀଙ୍କ କ୍ୟାମ୍ପ ଠାବ ହୋଇଛି । ସୁକମା ଜିଲ୍ଲାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ଏହା ସହ ଡିଟୋନେଟର ଓ ୟୁବିଜିଏଲ୍ ସେଲ୍ ମଧ୍ୟ ଜବତ କରାଯାଇଛି ।

କିଷ୍ଟରାମ ଥାନା ଡର୍ଚ୍ଚାମର୍କା ଅଂଚଳରୁ ଏସବୁ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ କେରଲାପାଲ ଜଙ୍ଗଲରୁ ୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+