PM Kisan Nidhi Yojana: ଚାଷୀଙ୍କ ପାଇଁ ଖୁସି ଖବର; ଏହି ଦିନ ଆକାଉଣ୍ଟକୁ ଆସିବ ୧୯ତମ କିସ୍ତି ଟଙ୍କା

ପ୍ରତି ବର୍ଷ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା(PM Kisan) ଅଧୀନରେ କୃଷକମାନଙ୍କୁ ୬୦୦୦ ଟଙ୍କା ଦିଆଯାଉଛି। ଏହି ଟଙ୍କା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ୩ଟି କିସ୍ତିରେ ଜମା କରାଯାଏ। ଆଗାମୀ ଦିନରେ ଏହି ଯୋଜନାର ୧୯ତମ କିସ୍ତି ମିଳିବାକୁ ଯାଉଛି। ଏହାକୁ ଅପେକ୍ଷା କରିଥିବା କୃଷକଙ୍କ ଲାଗି ଖୁସିଖବର। କାରଣ କେବେ ଏହି ଟଙ୍କା ଆକାଉଣ୍ଟକୁ ଆସିବ ତାହା ଜଣାପଡ଼ିଛି।

ବ୍ୟାଙ୍କ ଖାତାରେ ଆସନ୍ତା ମାସ ଟଙ୍କା ଜମା ହେବ। ଏ ନେଇ ତାରିଖ ମଧ୍ୟ ଚୂଡ଼ାନ୍ତ ହୋଇ ସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସ ୨୪ରେ ବିହାରରୁ ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ। ରବିବାର ଏହାର ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ। ଏହା ପୂର୍ବରୁ ଯୋଜନାର ୧୮ତମ କିସ୍ତି ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ ଜାରି କରାଯାଇଥିଲା। ରବିବାର ଏହାର ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ। ଏହା ପୂର୍ବରୁ ଯୋଜନାର ୧୮ତମ କିସ୍ତି ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ ଜାରି କରାଯାଇଥିଲା।

farmer

ଏହି ଯୋଜନାରେ ୯.୫ କୋଟିରୁ ଅଧିକ ଚାଷୀ ଉପକୃତ ହେଉଛନ୍ତି। ପ୍ରତ୍ୟେକ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ମିଳୁଛି। ବର୍ଷକୁ ୬ ହଜାର ମିଳୁଥିବା ବେଳେ ପ୍ରତି ଚାରି ମାସରେ ୨ ହଜାର ଟଙ୍କା ତିନୋଟି କିସ୍ତିରେ ବିତରଣ କରାଯାଉଛି। ଏହି ଯୋଜନାରେ ୯.୫ କୋଟିରୁ ଅଧିକ ଚାଷୀ ଉପକୃତ ହେଉଛନ୍ତି। ପ୍ରତ୍ୟେକ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ମିଳୁଛି। ବର୍ଷକୁ ୬ ହଜାର ମିଳୁଥିବା ବେଳେ ପ୍ରତି ଚାରି ମାସରେ ୨ ହଜାର ଟଙ୍କା ତିନୋଟି କିସ୍ତିରେ ବିତରଣ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+