ନୋଡାଲ ସେଣ୍ଟରରେ ପହଞ୍ଚିଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର

Odisha News: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବା ପାଇଁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା ଯେଉଁଥି ପାଇଁ ଗୁରୁବାର ଦିନ ନୋଡାଲ ସେଣ୍ଟରରେ ପହଞ୍ଚିଯାଇଛି ଯୁକ୍ତ ଦୁଇ ପ୍ରଶ୍ନପତ୍ର । ଚଳିତ ବର୍ଷ ରାଜ୍ୟରେ ୩ ଲକ୍ଷ ୯୩ ହଜାର ୬୧ ପରୀକ୍ଷାର୍ଥୀ +2 ପରୀକ୍ଷା ଦେବା ନେଇ ସୂଚନା ରହିଛି । ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ପାଇଁ ୨୦୫ଟି ପରୀକ୍ଷା ହବରେ ବ୍ୟବସ୍ଥା କରାଯାଇଛି ।

plus two

ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡିଶା ଅଧିନରେ ଆସୁଥିବା ପରୀକ୍ଷା ହବକୁ ପରୀକ୍ଷା ପ୍ରଶ୍ନ ପତ୍ର ପଠାଯାଇଛି । ଗତକାଲି କଡ଼ା ସୁରକ୍ଷା ମଧ୍ୟ ୧୦ଟି ରୁଟ ଦେଇ ପରୀକ୍ଷା ପ୍ରଶ୍ନପତ୍ର ପଠାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+