Get Updates
Get notified of breaking news, exclusive insights, and must-see stories!

ବଦଳିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା, 50 ପ୍ରତିଶତ ଆସିବ ମଲ୍ଟିପୁଲ ଚଏସ ପ୍ରଶ୍ନ

ଚଳିତ ବର୍ଷ ଏମିତି କିଛି ଢାଞ୍ଚାର ପ୍ରଶ୍ନପତ୍ର ସହ ପରୀକ୍ଷା ଦେବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଭୁବନେଶ୍ବର: ବଦଳିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା । ନୂଆ ଢାଞ୍ଚାରେ ଆସିବ ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର । ୫୦ ପ୍ରତିଶତ ରହିବ ମଲ୍ଟିପୁଲ ଚଏସ ବେସ୍ ପ୍ରଶ୍ନ । ପ୍ରତି ପ୍ରଶ୍ନ ପାଇଁ ୧ ନମ୍ବର ରହିବ । ୨ କିମ୍ବା ୩ ମାର୍କ ସମ୍ବୋଳିତ ପ୍ରଶ୍ନ ବିଶିଷ୍ଟ ହେବ ୩୦ ମାର୍କ ପ୍ରଶ୍ନ ବିଭାଗ । ୫ ମାର୍କ ବିଶିଷ୍ଟ ଦୀର୍ଘ ଉତ୍ତର ମୂଳକ ୨୦ ମାର୍କ ରହିବ । ତେବେ ଚଳିତ ବର୍ଷ ଏମିତି କିଛି ଢାଞ୍ଚାର ପ୍ରଶ୍ନପତ୍ର ସହ ପରୀକ୍ଷା ଦେବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

Sameer Dash

ଏହି ପ୍ରଶ୍ନପତ୍ର ୨୦୧୬ ମସିହା କିମ୍ବା ପରେ ପଞ୍ଜୀକୃତ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ହ୍ରାସ ହୋଇଥିବା ସିଲାବସରୁ ଆସିବ । ପୁରୁଣା ସିଲାବସ୍ ଅଧିନରେ ଆସୁଥିବା ପରୀକ୍ଷାର୍ଥୀ ମାନେ, ଅର୍ଥାତ୍ ଯେଉଁମାନେ ୨୦୧୫ ମସିହା ବା ତା ପୂର୍ବରୁ ପଞ୍ଜୀକୃତ ହୋଇଛନ୍ତି, ସେମାନେ ପୂର୍ବବର୍ଷ ପରି ପ୍ରଶ୍ନପତ୍ର ଢାଞ୍ଚାରେ ପରୀକ୍ଷା ଦେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+