ଯୁକ୍ତ ୨ ନାମଲେଖା; ଦ୍ୱିତୀୟ ପର୍ଯ୍ୟାୟରେ ୩୯,୨୭୮ ପ୍ରାର୍ଥୀ ମନୋନୀତ

ଓଡ଼ିଶାରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ବିଭିନ୍ନ ଷ୍ଟ୍ରିମରେ ଯୁକ୍ତ ୨ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରଥମ ଚୟନ ପ୍ରକ୍ରିୟାର ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୪୪,୯୬୬ ପ୍ରାର୍ଥୀ ଆବେଦନ କରିଥିଲେ। ସେଥିମଧ୍ୟରୁ ମୋଟ ୩୯,୨୭୮ ପ୍ରାର୍ଥୀଙ୍କୁ ମନୋନୀତ କରାଯାଇଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ସୂଚନା ମିଳିଛି।

ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ଷ୍ଟ୍ରିମରେ ୨୨,୩୩୭ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିବା ବେଳେ ବିଜ୍ଞାନରେ ୧୦,୨୯୪, ବାଣିଜ୍ୟରେ ୨,୭୮୯, ସଂସ୍କୃତରେ ୨,୭୭୦ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମରେ ୧,୦୮୮ ଜଣଙ୍କୁ ଚୟନ କରାଯାଇଛି। ତେବେ ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୯,୮୬୯ ଛାତ୍ର ଏବଂ ୧୯,୪୦୨ ଛାତ୍ରୀ ସ୍ଥାନ ପାଇଥିବା ସୂଚନା ମିଳିଛି।

Plus 2 nominations

ତେବେ ପ୍ରଥମ ପର୍ଯ୍ୟାୟରେ ଯେଉଁ ୨୦,୮୩୨ ପ୍ରାର୍ଥୀ ଆବେଦନ କରିନଥିଲେ ସେଥିମଧ୍ୟରୁ ୧୯,୬୩୬ ଜଣଙ୍କୁ ଚୟନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+