ପୀତବାସ ପଣ୍ଡା ହତ୍ୟା: ଉମା, କୁରୁପତିଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ୍
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଅଭିଯୁକ୍ତଙ୍କୁ ନେଇ ପୋଲିସର କ୍ରାଇମସିନ୍ ରିକ୍ରିଏସନ । ବ୍ରହ୍ମପୁର ବୈକୁଣ୍ଠନଗର ଅଞ୍ଚଳରେ କ୍ରାଇମ ସିନ୍ ରିକ୍ରିଏସନ। କଡ଼ା ସୁରକ୍ଷା ବଳୟରେ କ୍ରାଇମସିନ୍ ରିକ୍ରିଏସନ କରୁଛି ପୋଲିସ । ସାର୍ପ ସୁଟର ଓ ଅନ୍ୟ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ । କେମିତି ହତ୍ୟା କଲେ ଏବଂ କେମିତି ଖସି ଚାଲିଗଲେ । ଆକ୍ସନ କରି ଡେମୋ ଦେଖାଇଲେ ଦୁଇ ଅଭିଯୁକ୍ତ । ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ ।

ବୈକୁଣ୍ଠନଗର ଅଞ୍ଚଳରେ ଡେମୋ ଦେଖାଇଛନ୍ତି ଚିଣ୍ଟୁ ପ୍ରଧାନ ଓ କୁରୁପତି ଭୂୟାଁ । ଘଟଣା ଦିନ କଣ ହୋଇଥିଲା ଗୋଟି ଗୋଟି କରି ଆକ୍ସନ କରି ଦେଖାଇଛନ୍ତି ଉଭୟ । କଡ଼ା ସୁରକ୍ଷା ବଳୟରେ ଉଭୟଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ କରିଛି ପୋଲିସ । କୁମାର ପୂର୍ଣ୍ଣିମା ରାତି ୧୦ଟାରେ ଏକ ମୋଟର ସାଇକେଲ ଯୋଗେ ଚିଣ୍ଟୁ ପ୍ରଧାନ ଓ କୁରୁପତି ଭୂୟାଁ ଆସି ପୀତବାସଙ୍କୁ ଗୁଳି ଫୁଟାଇ ହତ୍ୟା କରିଥିଲେ l
ଚିଣ୍ଟୁ ମୋଟର ସାଇକେଲ ଚଲାଇଥିବା ବେଳେ ପଛରେ ବସିଥିଲେ କୁରୁପତି । ଏହା ପରେ ପୀତବାସ ଙ୍କୁ ଅଟକାଇ ତାଙ୍କ ଛାତି ଉପରକୁ ଗୁଳି ଫୁଟାଇଥିଲା ସାର୍ପ ସୁଟର କୁରୁପତି । ପୋଲିସ ଏହି ମାମଲା ରେ ସମୁଦାୟ ୧୬ ଜଣଙ୍କୁ ଗିରଫ କରିଛି l ଏଵେ ରିମାଣ୍ଡ ରେ ପୋଲିସ ଚିଣ୍ଟୁ, କୁରୁପତି, ଉମା, ଯୋଗୀନ୍ଦ୍ର, ମଦନ ଓ ମଳୟଙ୍କୁ ନେଇଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications