ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ଡ଼୍ରାଇଭରଙ୍କୁ ଆକ୍ରମଣ

ବିଧାୟକଙ୍କୁ ଆକ୍ରମଣ ।ଆୟୁଷ୍ମାନ କାର୍ଡ ବଣ୍ଟନ ପାଇଁ ଯାଇଥିବା ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ । ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡ଼ିକୁ ଭଙ୍ଗାରୁଜା ହୋଇଥିବା ସୂଚନା । ବିଧାୟକ ଗାଡ଼ିରୁ ଓହ୍ଲାଇ ଯାଇଥିଲା ବେଳେ ଡ୍ରାଇଭରକୁ ମାଡ଼ । ପିପିଲି ମଙ୍ଗଳପୁର ପଞ୍ଚାୟତ ବରଜୁପାଟଣା ଗାଁରେ ଆକ୍ରମଣ । ଜଣେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବିଧାୟକଙ୍କ ଗାଡ଼ି ଡ୍ରାଇଭର୍ ଆହତ । ଏହା ଜଣେ ଅସାମାଜିକ ଯୁବକଙ୍କ କାମ କହିଲେ ବିଧାୟକ । ପୋଲିସ ତାଙ୍କୁ ନେଇଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବିଧାୟକ କହିଛନ୍ତି ।

Pipili MLA Ashrit Patnaik
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+