Pipili By Election Result Live Update: ପିପିଲିରେ ବିଜେଡିର ବାତିମାତ୍, 20 ହଜାର 916 ଖଣ୍ଡ ଭୋଟରେ ବିଜୟୀ ହେଲେ ରୁଦ୍ର
ପିପିଲି ଉପନିର୍ବାଚନ ଭୋଟ ଗଣତିର ପ୍ରତିଟି ଅପଡେଟ୍ ଆମେ ଦେବୁ ଆପଣଙ୍କୁ । ପିଲିଲି ଉପନିର୍ବାଚନ ଫଳାଫଳ ଲାଇଭ ଅପଡେଟ୍ ଜାଣିବା ପାଇଁ ଯୋଡି ହୋଇ ରୁହନ୍ତୁ 'ୱାନଇଣ୍ଡିଆ ଓଡିଆ' ସହ .....
Pipili By Election Result Live Update: ପିପିଲି ଉପନିର୍ବାଚନ ଫଳାଫଳ ଲାଇଭ ଅପଡେଟକୁ ଆପଣଙ୍କୁ ସ୍ୱାଗତ.. ପ୍ରକାଶ ପାଇଲା ପିପିଲି ଉପ ନିର୍ବାଚନର ଫଳାଫଳ । ପିପିଲିରେ ପୁଣି ବାଜିମାତ୍ କଲା ବିଜେଡି । 20 ହାଜାର 916 ଖଣ୍ଡ ଭୋଟରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରୀଥୀ । ସେହିପରି ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନ (bhawanipur bypoll result 2021) ରେ ବି ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ତେବେ ପିପିଲି ଉପନିର୍ବାଚନ ସହ ପଶ୍ଚିମବଙ୍ଗ ଭୋଟ ଗଣତିର ପ୍ରତିଟି ଅପଡେଟ୍ ଆମେ ଦେବୁ ଆପଣଙ୍କୁ । ଉପନିର୍ବାଚନ ଫଳାଫଳ ଲାଇଭ ଅପଡେଟ୍ ଜାଣିବା ପାଇଁ ଯୋଡି ହୋଇ ରୁହନ୍ତୁ 'ୱାନଇଣ୍ଡିଆ ଓଡିଆ' ସହ ...

ନବୀନ ଦେଲେ ଧନ୍ୟବାଦ
ବିଧାନସଭା ଉପ ନିର୍ବାଚନରେ @bjd_odisha ର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ଜନସମର୍ଥନ ଦେଇଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏଥିସହ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳ ଆପଣମାନଙ୍କର ଦଳ। ଆପଣମାନଙ୍କ ସେବାରେ ଆମେ ସର୍ବଦା ସମର୍ପିତ। #BJDWinsHearts
— Naveen Patnaik (@Naveen_Odisha) October 3, 2021




















Click it and Unblock the Notifications