ପିପିଲି ଉପନିର୍ବାଚନ: ଭୋଟ ଗ୍ରହଣ ପାଇଁ ବୃଦ୍ଧି ହେଲା ୭୫ଟି ବୁଥ୍

ପିପିଲିରେ ୭୫ଟି ବୁଥ୍ ବୃଦ୍ଧି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ।

ପିପିଲି: ଉପନିର୍ବାଚନ ପାଇଁ ସରଗରମ ହେଲାଣି ପିପିଲି ମୈଦାନ । ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର କସରତ ଆରମ୍ଭ କରିସାରିଛନ୍ତି । ଆସନ୍ତା 30 ପିପିଲି ଉପନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ । ଏଥିପାଇଁ ନିର୍ବାଚନ କମିଶନ ମଧ୍ୟ ପ୍ରସ୍ତୁତ ଆରମ୍ଭ କରି ଦେଲେଣି ।

Pipili by election

କୋଭିଡ କଟକଣାରେ ହେବ ପିପିଲି ଉପନିର୍ବାଚନ। ଉପନିର୍ବାଚନ ସମୟରେ ଦୁଇଟି ଡୋଜ୍ ଟିକା ନେଇଥିବା ଅଧିକାରୀ ହିଁ ଦାୟିତ୍ୱରେ ରହିବେ। ନିର୍ବାଚନରେ ଡବଲ ଡୋଜ ଟିକାକୁ ବାଧ୍ୟତାମୂଳକ କରାଯାଇଛି। ଅଧିକାରୀ ଡବଲ ଡୋଜ ନେଇଛନ୍ତି କି ନାହିଁ ସେନେଇ ଜିଲ୍ଲାପାଳ ତଦାରଖ କରିବେ। କୋଭିଡ କଟକଣାରେ ନିର୍ବାଚନ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ଏଥର ପିପିଲିରେ ୭୫ଟି ବୁଥ୍ ବୃଦ୍ଧି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+