ସବୁ ପୌରାଞ୍ଚଳରେ ପାଇପ୍ ଜଳ ଯୋଗାଣ ନେଟୱର୍କକୁ କରାଯିବ ଯାଞ୍ଚ, ୪ ସପ୍ତାହରେ ସାରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଇନ୍ଦୋରରେ ଜଳ ପ୍ରଦୂଷଣଜନିତ ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ତତ୍ପରତା। ଜଳ ବିଶୋଧନ, ପାଇପ୍ ଜଳ ଯୋଗାଣକୁ ବ୍ୟବସ୍ଥିତ ଓ ମରାମତି ଉପରେ ଗୁରୁତ୍ବ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ । ସବୁ ପୌରାଞ୍ଚଳରେ ପାଇପ୍ ଜଳ ଯୋଗାଣ ନେଟୱର୍କକୁ କଡ଼ାକଡ଼ି ଯାଞ୍ଚ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ମରାମତି କାମ ୪ ସପ୍ତାହରେ ସାରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ପୌରାଞ୍ଚଳ କର୍ତ୍ତୃପକ୍ଷ ୪ ସପ୍ତାହରେ ଯାଞ୍ଚ ଓ ମରାମତି କରି ରିପୋର୍ଟ ଦେବେ ।

CM
ମହାନଗରର ନିଗମକୁ ୬ ସପ୍ତାହ ସମୟ ଦିଆଗଲା । ଅବହେଳା କଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଇନ୍ଦୋରରେ ଜଳ ପ୍ରଦୂଷଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+