ମହୁଆ ମଇତ୍ରା ମାମଲା ; ହାଇକୋର୍ଟ ଦ୍ବାରସ୍ଥ ହେଲେ ପିନାକୀ

ପୁଣି ଚର୍ଚ୍ଚା ଭିତରକୁ ଆସିଲେ ପୁରୀ ସାଂସଦ ପିନାକୀ ମିଶ୍ର। ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି ଏମପି । ଅପଶବ୍ଦ ପ୍ରୟୋଗ ଓ ମିଛ ଦୁର୍ନୀତି ଅଭିଯୋଗ ଆଣୁଥିବା କହି ମହୁଆଙ୍କ ପୂର୍ବତନ ପୁରୁଷ ବନ୍ଧୁ ଜୟ ଅନନ୍ତଙ୍କ ବିରୋଧରେ ମାନହାନି ମାମଲା କରିଛନ୍ତି ପିନାକୀ ମିଶ୍ର ।

pinaki mishra

ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନୀ ମାମଲା କରିଛନ୍ତି ବିଜେଡି ଏମପି ପିନାକୀ ମିଶ୍ର । ତାଙ୍କୁ ଆପତ୍ତିଜନକ ନାଁଁରେ ସମ୍ବୋଧନ କରିବା ସହ ମିଛ ଦୁର୍ନୀତି ଅଭିଯୋଗ ଆଣୁଥିବା ଆବେଦନରେ ଦର୍ଶାଇଛନ୍ତି ପିନାକୀ ।

ପିନାକୀ ଅଭିଯୋଗ କରିଛନ୍ତି, 'ଯେତେବେଳେ ଦେହାଦ୍ରାଇ ଓ ମୋଇତ୍ରା ପରସ୍ପରଠାରୁ ଅଲଗା ହେଲେ, ସେତେବେଳେ ମହୁଆଙ୍କ ବିରୋଧରେ ଲାଞ୍ଚ କାରବାର ଓ ଦୁର୍ନୀତି ଭଳି ଏକାଧିକ ଅଭିଯୋଗ ଆଣିଥିଲେ ଦେହାଦ୍ରାଇ । ଏଥିସହ ପିନାକୀଙ୍କ ବାବଦରେ ଆପତ୍ତିଜନକ ଶବ୍ଦ ସବୁ ବ୍ୟବହାର କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+