ଓଲଟିଲା ପିକଅପ୍ ଭ୍ୟାନ୍, ୫୦ ଆହତ

ପିକ୍‌ଅପ୍ ଗାଡ଼ି ଦୁର୍ଘଟଣାରେ ୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଆହତ ଲୋକମାନଙ୍କୁ କେନ୍ଦୁଝର ଜିଲ୍ଲା ବାଂଶପାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳ ରଡ଼ା ଗାଁର ଲୋକମାନେ ତଳଯାଗର ଗାଁକୁ ଭୋଜି ଖାଇବାକୁ ଯିବା ସମୟରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଗାଡ଼ି।

pick up face accident and 50 injured in keonjhar

ଆଜି ମଧ୍ୟାହ୍ନରେ ପାଲଲହଡ଼ା ନିକଟ ରଡା ଗାଁର ୫୦ରୁ ଊର୍ଧ୍ବ ଲୋକ ଭୋଜି ଖାଇବାକୁ ଯାଉଥିବା ସମୟରେ ବାଂଶପାଳ ଆଇଟିଆଇ ନିକଟରେ ପିକଅପ୍ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୫୦ରୁ ଊର୍ଧ୍ବ ମହିଳା ଓ ପୁରୁଷ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+