Get Updates
Get notified of breaking news, exclusive insights, and must-see stories!

ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ୬୦ ହଜାର ଦୀପରେ ପ୍ରସ୍ତୁତ ବିଜୁବାବୁଙ୍କ ଫଟୋ ଚିତ୍ର

ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲା ବିଜୁ ବାବୁଙ୍କ ଫଟୋଚିତ୍ର । ୬୦ ହଜାର ରଙ୍ଗୀନ ଦୀପରେ ଏହା ତିଆରି ହୋଇଛି । ୬୦ ଫୁଟ ଲମ୍ବ ଓ ୫୫ ଫୁଟ ଚଉଡ଼ାର ଏହି ଫଟୋଚିତ୍ରକୁ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତ କରାଯାଇ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଆଉ ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି ଏହି ଫଟୋଚିତ୍ର ।

ରାଉରକେଲା ଛେଣ୍ଡ କଲୋନୀରେ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ୬୦ ହଜାର ରଙ୍ଗୀନ ଦୀପରେ ଏହା ତିଆରି ହୋଇଛି । ଏସିଆ ବୁକ ଅଫ ରେକର୍ଡରେ ଏହାକୁ ସ୍ଥାନ ମିଳିଛି । ଆଗରୁ ମଧ୍ଯ ବିଜୁବାବୁଙ୍କୁ ନେଇ ବିଭିନ୍ନ ରେକର୍ଡ଼ ହୋଇଛି ।

biju_patnaik

ସୂଚନା ଅନୁସାରେ, ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି ୬୦ ହଜାର ରଙ୍ଗୀନ ଦୀପରେ ନିର୍ମିତ ବିଜୁ ବାବୁଙ୍କ ଫଟୋଚିତ୍ର । ୬୦ ଫୁଟ ଲମ୍ବ ଓ ୫୫ ଫୁଟ ଚଉଡ଼ାର ଏହି ଫଟୋଚିତ୍ରକୁ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତ କରାଯାଇ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+