ଆଉ ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍

ଆସନ୍ତାକାଲି ଠାରୁ ବୋତଲରେ ମିଳିବନି ପେଟ୍ରୋଲ । ବାଲେଶ୍ୱର ଘଟଣାକୁ ନଜର ରଖି ଏମିତି ନିଷ୍ପତ୍ତି ନେଇଛି ସଂଘ ବୋଲି କହିଛନ୍ତି ରାଜ୍ୟ ପେଟ୍ରୋଲ ଡିଲର ଆସୋସିଏସନ ସଂଘ ସଭାପତି ଶଶାଙ୍କ ଶେଖର ସାହୁ । ଏ ନେଇ ଗତକାଲି ସଂଘର ମିଟିଂ ସରିଛି । କେବଳ ସାମ୍ପୁଲ ଓ ଗାଡିରେ ଦେବାକୁ ନିୟମ ଅଛି । ତେଣୁ କୌଣସି ପରିସ୍ଥିତିରେ ବୋତଲରେ ଦିଆଯିବ ନାହଁ ପେଟ୍ରୋଲ ।

Petrol

ଅତି ଆବଶ୍ୟକ ପରିସ୍ଥିତିରେ ଆଧାରକାର୍ଡ଼ ରଖି ଦିଆଯିବ ପେଟ୍ରୋଲ । ବାଲେଶ୍ୱର ଜିଲ୍ଲାରେ ନିୟମ ଶୀଘ୍ର କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଛି ସଂଘ । ଗାଡିରେ ତେଲ ଯାଉନାହିଁ ବୋଲି ଯାହାର ସନ୍ଦେହ ହେବ ସେମାନେ ମେଜର ମାଧ୍ୟମରେ ତେଲ ଦେଖିପାରିବେ । ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ହେବ ବୋଲି ଜଣାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+