Get Updates
Get notified of breaking news, exclusive insights, and must-see stories!

ପେଟ୍ରୋଲ ଦର: ଜାଣନ୍ତୁ, ଆପଣଙ୍କ ଜିଲ୍ଲାରେ କେତେ କମିଲା ପେଟ୍ରୋଲ ଦାମ ?

ଗତକାଲି ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରାଯିବ ବୋଲି ଘୋଷଣା କରିଥିଲେ । ଏହି ଦର ଆଜି ମଧ୍ୟରାତ୍ରିରୁ ଲାଗି ହେବ । ତେବେ ଏହି ଦର ହ୍ରାସ ପୂର୍ବରୁ ଆଜି ଓ ଗତକାଲି କେତେ ଥିଲା ଆପଣଙ୍କ ଜିଲ୍ଲାରେ ପେଟ୍ରୋଲ ଦର, ଦେଖନ୍ତୁ ତାଲିକା....

ଭୁବନେଶ୍ୱର: ଆଜି ରାତିରୁ ପୁଣି ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ । କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ କମାଇଥିଲେ । ଏହାପରେ ଗତକାଲି ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରାଯିବ ବୋଲି ଘୋଷଣା କରିଥିଲେ । ଏହି ଦର ଆଜି ମଧ୍ୟରାତ୍ରିରୁ ଲାଗି ହେବ । ତେବେ ଏହି ଦର ହ୍ରାସ ପୂର୍ବରୁ ଆଜି ଓ ଗତକାଲି କେତେ ଥିଲା ଆପଣଙ୍କ ଜିଲ୍ଲାରେ ପେଟ୍ରୋଲ ଦର, ଦେଖନ୍ତୁ ତାଲିକା....

Petrol Price

ପେଟ୍ରୋଲ ଦର ତାଲିକା-

ଜିଲ୍ଲା ଆଜି ଦର ଗତକାଲି ଦର
ଅନୁଗୋଳ ₹ 107.22 ₹ 106.33
ବାଲେଶ୍ୱର ₹ 105.11 ₹ 104.89
ବରଗଡ ₹ 106.78 ₹ 106.30
ଭଦ୍ରକ ₹ 105.53 ₹ 105.48
ଭୁବନେଶ୍ୱର ₹ 104.70 ₹ 104.91
ବଲାଙ୍ଗୀର ₹ 107.13 ₹ 106.53
କଟକ ₹ 105.07 ₹ 105.29
ଦେଓଗଡ ₹ 105,70 ₹ 105,78
ଗଜପତି ₹ 107,53 ₹ 106,95
ଗଞ୍ଜାମ ₹ 106,61 ₹ 106,48
ଜଗତସିଂହପୁର ₹ 104,41 ₹ 104,41
ଯାଜପୁର ₹ 105,53 ₹ 105,13
ଝାରସୁଗୁଡ଼ା ₹ 105,59 ₹ 104,93
କୋରାପୁଟ ₹ 109,80 ₹ 109,94
ମାଲକାନାଗିରି ₹ 110,83 ₹ 110,83
ମୟୂରଭଞ୍ଜ ₹ 105,38 ₹ 105,38
ନବରଙ୍ଗପୁର ₹ 109.47 ₹ 109.47
ନୟାଗଡ଼ ₹ 105.64 ₹ 105.71
ନୂଆପଡା ₹ 108.51 ₹ 107.56
ପୁରୀ ₹ 105.17 ₹ 105.21
ରାୟାଗଡା ₹ 108.08 ₹ 106.1
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+