Petrol & Diesel Price Today in Odisha: ବଦଳିଲା ପେଟ୍ରୋଲ-ଡିଜେଲ ଦର ! ଆଜି କେଉଁଠି କେତେ ଅଛି ?
Petrol & Diesel Price Today in Odisha: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି । ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଉ ସେହି ଅନୁଯାୟୀ ଦେଶ ତଥା ରାଜ୍ୟମାନଙ୍କରେ ତୈଳ ଦର ନିର୍ଦ୍ଧାରଣ କରାଯାଇଥାଏ ।
ଆଜି ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଦାମ ପରିବର୍ତ୍ତନ ହୋଇଛି । ନୂଆ ତେଲ ଦର ନିର୍ଦ୍ଧାରଣ କରିଛନ୍ତି ତୈଳ କମ୍ପାନୀ । ଶନିବାର ଭୁବନେଶ୍ବର ସମେତ ଅନ୍ୟ ସ୍ଥାନମାନଙ୍କରେ ପେଟ୍ରୋଲ ମୂଲ୍ୟ ଓ ଡିଜେଲ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି ।
ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରାଯାଇଛି । ବୁଧବାର ପେଟ୍ରୋଲ ଦର ଲିଟର ପ୍ରତି ୧୦୧.୧୧ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ରହିଛି ୯୨.୬୯ ଟଙ୍କା ରହିଛି ।

ଜୁନ ୧୦ ତାରିଖ ଅର୍ଥାତ ଶୁକ୍ରବାର ଦିନ ଭୁବନେଶ୍ବରରେ ପେଟ୍ରୋଲ ୧୦୦.୧୧ ଟଙ୍କା ଓ ଡିଜେଲ ୯୨.୬୯ ଟଙ୍କା ଥିଲା । ଗତକାଲି ଅପେକ୍ଷା ଆଜି ତେଲ ଦରରେ କୌଣସି ପରିବର୍ତ୍ତନ ହୋଇନି ।
ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୯୪.୭୭ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ୯୦.୦୩ ଟଙ୍କା ରହିଛି । ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ସମାନ ରହିଛି । ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଅନ୍ୟ ସହର ଗୁଡିକରେ ପ୍ରାୟତଃ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ମୁମ୍ବାଇରେ ପେଟ୍ରୋଲ ୧୦୩.୫୦ ଟଙ୍କା ରହିଥିବା ବେଳେ ଡିଜେଲ ରହିଛି ୯୦.୦୩ ଟଙ୍କା । ଦୀର୍ଘ ଦିନ ହେଲା ମୁମ୍ବାଇରେ ତେଲ ଦର ସମାନ ରହିଛି ।
କୋଲକାତାରେ ଗୁରୁବାର ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତିନ ହୋଇ ନାହିଁ । କୋଲକାତାରେ ପେଟ୍ରୋଲ ଲିଟର ପ୍ରତି ୧୦୫.୦୧ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୯୧.୮୨ ଟଙ୍କା ରହିଛି ।
ଚେନ୍ନାଇରେ ପେଟ୍ରୋଲ ଦାମରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପ୍ରତି ୧୦୦.୮୦ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପ୍ରତି ୯୨.୩୯ ଟଙ୍କା ରହିଛି ।
ଅନ୍ୟତମ ପ୍ରମୁଖ ସହର ବେଙ୍ଗାଲୁରୁରେ ଆଜି ପେଟ୍ରୋଲ ୧୦୨.୯୨ ଟଙ୍କା ଓ ଡିଜେଲ ଲିଟର ପ୍ରତି ରହିଛି ୮୮.୯୯ ଟଙ୍କା । ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।
ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ ।
ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।












Click it and Unblock the Notifications