ମିଳିଲା ଅନୁମତି , ସମ୍ବଲପୁରକୁ ଆସିବେ ୪ ମହାବଳ

ଓଡ଼ିଶା ଆସିବେ ୪ ମହାବଳ ଅତିଥି । ଦେଶର ଅନ୍ୟ ଚିଡିଆଖାନାରୁ ସମ୍ବଲପୁର ଜୁ ଆସିବେ ୪ ମହାବଳ ବାଘ । ନ୍ୟାସନାଲ ଜୁ ଅଥୋରିଟିର ଅନୁମତି ମିଳିଥିବା ଜଣାପଡିଛି । ଅନ୍ୟପଟେ ଡେବ୍ର୍ରିଗଡକୁ ୩ ମହାବଳ ବାଘ ଆସିବା ନେଇ ମଧ୍ୟ ନ୍ୟାସନାଲ ଟାଇଗର କନଜରଭେସନ ଅଥୋରିଟି ବା ଏନଟିସିଏର ଅନୁମତି ମିଳିଛି ।

tiger

ସେହିପରି ବନ୍ୟପ୍ରାଣୀ ସ୍ଥାନାନ୍ତରଣ ପ୍ରକ୍ରିୟା ଆଜି ଆଜି ଠାରୁ ଆରମ୍ଭ ହୋଇଥିବାବେଳେ ସମ୍ବଲପୁର ଜୁ ରୁ ଡେବ୍ରିଗଡ ଅଭୟାରଣ୍ୟକୁ ୧୧୫ ହରିଣ ସ୍ଥାନାନ୍ତର ହେବେ ।

ସେଣ୍ଟ୍ରାଲ ଜୁ ଅଥୋରିଟି ଅନୁମତି ଓ ରାଜ୍ୟ ବଣ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ସୂଚନା କ୍ରମେ ଡେବ୍ରିଗଡ ଅଭୟାରଣ୍ୟକୁ ହରିଣ ସ୍ଥାନାନ୍ତର ଆରମ୍ଭ । ଆଜି ପ୍ରଥମ ଦିନରେ ସକାଳ ୩ଟାରେ ୧୨ ଚିତ୍ରା ହରିଣଙ୍କୁ ସମ୍ବଲପୁର ଜୁ ରୁ ଡେବ୍ରିଗଡ ସ୍ଥାନାନ୍ତର କରାଯାଇଥିବାବେଳେ ପର୍ଯ୍ୟାୟକ୍ରମେ ସମୁଦାୟ ୧୧୫ ଚିତ୍ରା ହରିଣ ଡେବ୍ରିଗଡ ଅଭୟାରଣ୍ୟ ଯିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+